by KRUTIBAS NAYAK ✓ · 19 Oct 2020
ଶିଶୁଟିଏ କ୍ଷୁଦ୍ର ମାନବ ନୁହେଁ ସେ ଭବିଷ୍ୟତ କର୍ଣ୍ଣଧାର, ଭୋଗପାଇଁ ଖାଲି ଧନ ଲୋଡ଼ା ନୁହେଁ ଦାନପାଇଁ ଦରକାର | ଗଛଟିଏ ଖାଲି ଫଳଦିଏ ନାହିଁ ଦିଏ ପୁଣି ଅମ୍ଳଜାନ, ମଞ୍ଜିଟିଏ ଖାଲି ଗଛ ହୁଏନାହିଁ ଖାଦ୍ୟପାଇଁ ପ୍ରୟୋଜନ |
Loading comments…
Comments
Loading comments…