by Dipti lekha Mishra ✓ · 5 Feb 2020
ତୁମେ ମୋତେ କଥା ଦେଇଥିଲ ବୋଲି ମୁଁ ଅପେକ୍ଷା କରିଥିଲି କାଳେ ସେଦିନ ଆସିବ ହେଲେ ନାଇଁ ସେଦିନ ଆସିବାକୁ ଚାହେଁନି ଏଣୁ ମୋ ପାଇଁ ଅପେକ୍ଷା କି ଖୋଜା ନ କରିବ ॥
Loading comments…
Loading comments…