by Madhabi Patel ✓ · 5 Apr 2022
ଜରା ଚୋର ସାଥେ ଆସୁ ମରଣ ଚୋର ସହିପାରିବିନି ଦୁଃଖ ହୋଇ ବିଧୁର। ଫୁଲ ଝଡେ ପୁଣି ଫୁଟେ କାନ୍ଦେନା ଗଛ ଦିନ ପରେ ରାତ୍ରୀ ଆସେ ପଛକୁ ପଛ। ମଧୁଋତୁ ଯାଏ ପୁଣି ବାହୁଡି ଆଏ ଅବନୀ ଦୁଃଖିତ ହେବ କାହା ବିରହେ?
Loading comments…
Loading comments…