by Narayan Sethi ✓ · 11 Jun 2021
ଆଉ ଅଭିମାନ କରନି ଅନ୍ୟ ଉପରେ ତୁମ ମନ କୁ ବୁଝିବା ଲୋକ ମୁଁ କିଆଁ ଗରାଜୁଚ ଅନ୍ୟ ମାନଙ୍କ ଉପରେ ଶାନ୍ତ କର ମନ ଦିଅ ନିଜକୁ ବୁଝାଇ ଅସନ୍ତୋଷ ପ୍ରକାଶ କରନି ତୁମ ପ୍ରେମିକ ତୁମ ଛଡା ଅନ୍ୟ ସୁନ୍ଦରୀକୁ ଆଡ଼ ଆଖିରେ ଜମାରୁ ଚାହିଁନି
Loading comments…
Loading comments…