by Alaka Dash ✓ · 5 Feb 2021
ମାଗିବାର ଇଚ୍ଛାଟା ପ୍ରବଳ ହେଲେବି, ମର୍ଯ୍ୟାଦାର ସଂକୋଚ ଟାଣୁଛି ହାତକୁ, ମାଗିବିନି କିଛି ଛାଡିଯିବା ପୂର୍ବରୁ ଏ ନିଃଶ୍ୱାସର ଖେଳ, ପାତିବିନି ଭିକ୍ଷାର ଥାଳ ଯଦି ସେ ବିଶ୍ୱନିୟନ୍ତା ବୁଝେନି ପ୍ରାଣର ବେଦନା
Loading comments…
Loading comments…