by Panchanan Jena ✓ · 1 Dec 2021
ନେଳିଆ ଆକାଶ ହାତଠାରି ଡାକେ ବଭଦମାଳେ ଶୋଭିତ ମେଘକୁ ଆଖି ଠାରି ମାରି ବିଜୁଳି ରାଣୀକୁ ଅଗଣା ବାରି ବସିଛି ମନ ମାରି ମୌନେ ଫୁଲ ଡାଳ ପତ୍ର ବିଞ୍ଚଣା ଥୋଇ ଘାସ ଗାଲିଚାର ଚୌକି ଵସେଇ ପହଁରା ଛାଞ୍ଚୁଣି ମେଲାଣି
Loading comments…
Loading comments…