by Sudipta Kumar Panda ✓ · 6 Oct 2020
ସାହସ ହୁଏନି ପ୍ରେମପତ୍ର ଧରି ଲୁଚେଇ ଧରେ ମୁଁ ହାତରେ ଏମିତିଅା କଥା ନିତିଦିନର ଯେ ମିଛ ଅଭିନୟ ପ୍ରେମରେ। କାହାକୁ କହିବି ମନର ବେଦନା କାହା ହାତେ ଦେବି ଖବର ସେଦିନ ଯାତ୍ରାରେ ଏକୁଟିଆ ପାଇ ପଛେ ଧାଇଁଥିଲି ତୁମର ।
Loading comments…
Loading comments…