by Manaswini Dash ✓ · 5 Oct 2020
ହୃଦୟ ବେଳା ଭୂମିରେ ଆଜି ବିଳାପର ଉତ୍ତାଳ ତରଙ୍ଗ ଭଙ୍ଗୁର ଛାତିରେ ଆଜି ଅନୁତାପର ପାଦଚିହ୍ନ ସେଇ ଅନୁତାପର ଜର୍ଜରିତ ବିଳାପ ପରେ ଆଜି ସମସ୍ତ ଜୀବନ ଗଣିତର ଗୋଟିଏ ସୂତ୍ର
Loading comments…
Comments
Loading comments…