by Chinmaya Kumar Nayak ✓ · 18 Oct 2021
ଚିକିତ୍ସାଳୟେ ବି ଦୁର୍ଘଟଣା ଘଟେ ମୃତ୍ୟୁର ଛାଇ ହୋଇ ଶ୍ମଶାନ ଭୁଇଁରେ ଗଛଟିଏ ଉଠେ ଜୀବନର ଗୀତ ଗାଇ ଗଛରୁ ବରଡ଼ା ଖସିଖସି ଆସେ ବୟସ ପାହାଚ ଦେଇ ନାହିଁ ନାହିଁ ଘୋଷି ଦିନ ସରିଯାଏ ଥିବା ଚିଜ ଯାଏ ରହି।
Loading comments…
Comments
Loading comments…