by Binodini Dash ✓ · 22 Sept 2020
ସତ ରଙ୍ଗମଞ୍ଚେ ପ୍ରତ୍ୟେକ ମଣିଷ ଜଣେ ଜଣେ ଅଭିନେତା, ନିଜ ଭୂମିକାରେ ଅବତୀର୍ଣ୍ଣେ ସର୍ବେ କରନ୍ତି ସଫଳ ଚିନ୍ତା, ବାଛିଣ ନିଜସ୍ୱ ପନ୍ଥା, ଯଥାଯୋଗ୍ୟ କର୍ମ ନିଭାଉଥାଆନ୍ତି ନିଜକୁ ଭାବି ବିଜେତା ।
Loading comments…
Loading comments…