by Tikeshwar Sahu ✓ · 23 Sept 2020
ଅଭିନୟ ଆକାଶର ବାଦଲ ସାଥିରେ ଝରା ଜଳ କାଦୁ ଝର ଝରେ , ମାଟିରୁ ଆକାଶ ଯାଏ ରଙ୍ଗ ବେରଙ୍ଗର ଅଭିନୟ କରୁଥାଏ ଥରେ |୩| ମୁଖ ଭାଷା କେତେ ଋଷା ପଛେ ମଧୁକଥା ଆଖି ଭାଷା ବୁଝେ ମରମରେ, ମରୁବାଲି ମଧୁଝରା ଆବେଗ ଆଭାରେ ଥିରି ଥିରି ଝୁଲେ ସରାଗରେ
Loading comments…
Loading comments…