by Sangeeta Barik ✓ · 25 Dec 2019
ଅନିଦ୍ରା ହୋଇଣ ସୀମାନ୍ତ ଜଗିଛ ଆଖି ମୁଦି ଦେଖେ ମୁଖ, ଦୂରତ୍ଵେ ମିଳନ ଦୂରତ୍ଵେ ବିରହ ଏଇ ବୋଧେ ଆମ ସୁଖ ।
Loading comments…
Comments
Loading comments…