by SARATA KUMAR DAS ✓ · 15 Jul 2019
କେତେ ଅନୁଚ୍ଚାରିତ ଶବ୍ଦମାନଙ୍କ ସରଳ ଭଗ୍ନାଂଶ ମର୍ମଭେଦୀ ଅନ୍ତଃସ୍ବର କେତେ ଯନ୍ତ୍ରଣାକ୍ତ ଓ ବିପର୍ଯ୍ୟସ୍ତ ଛାତି ତଳର ଗଭୀର ବ୍ୟଥା ପିଟିହୁଏ ଶୂନ୍ୟରେ , ମହାଶୂନ୍ୟରେ
Loading comments…
Loading comments…