by Bhabani charan Mishra ✓ · 10 Jul 2018
ପର ପାଇଁ ପ୍ରତି କ୍ଷଣ ଜଳି ଶେଷ ପାଉଁଶ ମୁଠେ ମୁଁ ଖାଲି..। କଳଙ୍କ କାଳୀ ରେ ସମୟ ଲେଖିଲା ଅଭାଗିନୀ ନାରୀ ବୋଲି..॥
Loading comments…
Comments
Loading comments…