by Ashok Kumar Pradhan ✓ · 17 Jun 2020
ଦେଖୁଛ ତମେ ଆଗଭଳି ଆଉ ନାହଁ ଅସୁଖୀ, ମନେ ହୁଏ ତୁମେ ଏବେ ବହୁତ୍ ଖୁସୀ ; ତମ ଆଚରଣ ପକ୍ୱତା ଦେଖି ଭାବିଛି ବାକି ଜୀବନଟା ତମ ସାଥେ ଯାଉ ବିତି ll
Loading comments…
Loading comments…