by Trushna Das ✓ · 7 Nov 2020
ସେ ଯେ ମୋର ଅଭୁଲା ମୁହୂର୍ତ୍ତ ବାପ, ମାଆ, ଭାଇଭଉଣୀ, ସମ୍ପର୍କୀୟ ସାଙ୍ଗସାଥି, ସ୍କୁଲ, କଲେଜ ଶିକ୍ଷକଶିକ୍ଷୟିତ୍ରୀ, ଗୁରୁ, ଅଧ୍ୟାପକ ଅଧ୍ୟାପିକାଗଣ ସମସ୍ତେ କରୁଥିଲେ ମୋ ପାଇଁ ଗର୍ବ ସେଦିନ ମୁଁ ପାଇଗଲି ମୋ ପରିଶ୍ରମର ଫଳାଫଳ
Loading comments…
Loading comments…