by Prafulla Chandra Mishra ✓ · 10 Jul 2021
ବାକ୍ୟଦେବୀ ମନ୍ଦିରରେ ପ୍ରଥମ ପ୍ରବେଶ ଯେବେ ବ୍ରହ୍ମା ବିଷ୍ଣୁ ମହେଶ୍ୱର ସମାନ ଗୁରୁ ମୋ ଥିଲେ ତାଙ୍କ କଥା ନୀତି ଗିର ଜୀବନ ନଦୀର ନୀର ସମ କୁଳୁକୁଳୁ ନାଦେ ପ୍ରବାହିତ ନିରନ୍ତର ।।
Loading comments…
Comments
Loading comments…