by Hrushikesh Satpathy ✓ · 5 Jun 2019
ସବୁ ଶବ୍ଦମାନେ ଦୂରେଇ ଯାଆନ୍ତୁ ମୋ' କାବ୍ୟର ପୃଷ୍ଠାରୁ ପୃଷ୍ଠାରୁ, ନାହିଁ ମୋର ବ୍ୟାକୁଳତା ଲିଭିବାକୁ ଦେବିନାହିଁ କେବେ ସେଇ ଗୋଟେ ଶବ୍ଦ ଯାହା ତୁମେ କହିଥିଲ
Loading comments…
Loading comments…