by pratap nayak ✓ · 5 Aug 2019
ଦିଶୁନି ତ ଜମା ତ୍ରିକୋଣୀୟ ଠାଣି ମନ ଖୋଲା ହସର ରୂପେଲି ପରଦାରେ ଗଡୋଉଛି ତମାମ୍ ଦିନକୁ ବୁଝୁନି ସେ ଧଡପଡ ଛାତି ଆଉ ଶୁଖିଲା ହଳାହଳ ପିଆ ତଣ୍ଟି ହଳାହଳ ପିଆ ତଣ୍ଟି ।
Loading comments…
Comments
Loading comments…