by Prasanna Kumar Madala ✓ · 16 Jan 2018
ସାଧନାର ଉତ୍କର୍ଷରେ ନ ହେଲେ ତଲ୍ଲୀନ ଆରଣ୍ୟକ ବାସନାରେ ବିବେକ ମଳିନ । ରଜୋଗୁଣ ରୁନ୍ଧିଦେଇ ସତ୍ତ୍ୱର ଆବେଗ ତାମିସ୍ର ଘୋଟାଏ ତୀବ୍ର ଇନ୍ଦ୍ରିୟଙ୍କ ବେଗ
Loading comments…
Comments
Loading comments…