by Kalpana Kumari Pradhan ✓ · 30 May 2021
କେତେ ଅଳି ଅଝଟ କୁ କରି ଗଳା ମାଳି ପୂର୍ଣ୍ଣ କରଇ ସଦା ବାପା ଙ୍କୁ ଠୁଁ ସହି ଗାଳି l ଶୁଭାଶିଷ ମନାଶେ ଠାକୁର ଙ୍କ ପାସେ ବସି ସଫଳତା ଦେଖି ମୋର ଲଭେ କେଡେ ଖୁସି l
Loading comments…
Loading comments…