by Kalandi pal ✓ · 3 Feb 2022
ଉଚ୍ଚ ଅଭିଳାଷ ମନେ କରେ ବାସ ସତେକି ନୂଆ ଦୁନିଆଁ ନ ହେଲେ ପୂରଣ ଉଚ୍ଚାଟ ଏ ମନ ଉଠେ ଅବଶୋଷ ନିଆଁ !! ରାବଣର ମନେ ଚିନ୍ତା ଯେ ଉତ୍ପନ୍ନେ ସ୍ୱର୍ଗକୁ ନିଶୁଣି କରି ଅଦଭୁତ କର୍ମ କରିବ ବରଣ କିଏ ହେବ ତାର ସରି !!
Loading comments…
Loading comments…