by KRUTIBAS NAYAK ✓ · 17 Oct 2020
ପେନସନ ଗଣ୍ଡେ ମିଳୁଛି ବୋଲି ତ ମନ ଚେଙ୍ଗାହେଇ ରହିଛି, ସଭିଙ୍କ ନଜର ସେଇ ପଇସାକୁ କିଏ କେତେକଥା କହୁଛି | କିଏ ବା କହୁଛି ବୁଢା ତ ହେଲଣି ଘରେ ବସି ହରି ଜପୁନା, ପ୍ରବଚନ ଚାଲେ ମନ୍ଦିର ଆଗରେ ସେଇଠି ଯାଇକି ଗପୁନା !
Loading comments…
Loading comments…