by Sunanda Mohanty ✓ · 12 Apr 2021
ରୋଗ ଋଣ ଦୁଃଖ ଶୋକେ ବୀତସ୍ପୃହ ହୁଏ ଭାରି ହେଲେ ବୁଝୁନି ଶ୍ରୋତା ବକ୍ତା ଛଡ଼ା କର୍ତ୍ତା ନିଜକୁ କରି ଆଦର୍ଶବାଦୀ ହେବାକୁ ପଡିବ ନିତ୍ୟ ସ୍ମରି ହରି ମନ୍ଦିରେ ନୁହେଁ ସକଳ ଘଟେ ବିରାଜମାନ କରନ୍ତି ଶ୍ରୀହରୀ
Loading comments…
Loading comments…