by Antaryami Sahu ✓ · 31 May 2022
ମାୟା ମରିଚିକା ପଛରେ ଧାଉଁଥାଉ ତୁ ନିରନ୍ତରେ । ମୃଗ କସ୍ତୁରୀର ସନ୍ଧାନେ ଖୋଜିବୁଲଇ ଘୋରବନେ । ତା ନାଭିରୁ ସ୍ରବେ କସ୍ତୁରୀର ଗନ୍ଧ । ଜାଣି ନ ପାରିଣ ତ୍ୟଜେ ପରାଣ ରେ . . . . ଅବୁଝା ମନ . . . . I୨I
Loading comments…
Loading comments…