by Kalyani Nanda ✓ · 24 Jun 2019
ବୁଝି କି ପାରୁନୁ , ରେ ବାଇଆ ମନ , ଜୀବନ ର ପଥ ଯେ ଅଟଇ ଦୁର୍ଗମ , ମାୟା ମରୀଚିକା ଯେ ଅଟେ ସେଇ ପଥ, ତଥାପି କରି ସେ ପଥ ଅତିକ୍ରମ , ହୋଇନାହୁଁ କିରେ କ୍ଲାନ୍ତ ?.....ରେ ଅବୁଝା ମନ
Loading comments…
Loading comments…