by puja pradhan ✓ · 24 Aug 2021
ପୃଷ୍ଠା, ପରେ ପୃଷ୍ଠା କବି ଲେଖିଚାଲେ କବିତା ଦିନପରେ ଦିନ ବିତିଯାଏ ହେଲେ ପ୍ରିୟା କହେନି କଥା ପ୍ରିୟା ହସୁଥିଲେ ସବୁ ସୁନ୍ଦର ଋଷିଗଲେ ଲାଗେ ସବୁ ଅନ୍ଧାର କବିତା ପଢିଲେ ଲାଗେ ବଢ଼ିଆ ପ୍ରିୟା ରୁଷି ଗଲେ ସବୁ ଅଡୁଆ
Loading comments…
Comments
Loading comments…