by Tapan kumar Sahu ✓ · 4 Jan 2022
ରତି ସଜ ପ୍ରାୟେ ସରସିତା ଵାଳା ବଦନ ପୂର୍ଣ୍ଣିମା ଚାନ୍ଦ ରତ୍ନାକର ହାର ମୁକୁତା ସମ୍ଭାର ଗାଉଛି ସୁରଭି ଛାନ୍ଧ ll ବିଧୁ-ବିଧୁରୂପ ମନମଥ ଦେହ ପୁଲକିତ ତନୁମନେ କୁମୁଦିନୀ ଆଶ କରୁଛି ପ୍ରକାଶ ଅବ୍ୟକ୍ତ ପ୍ରେମ ମଗନେ ll
Loading comments…
Loading comments…