by NIRANJAN MALLA ✓ · 31 Jul 2020
କିନ୍ତୁ ଦେଖା ମିଳୁନାହିଁ କାହାରି ଏଇ ଘଡିସନ୍ଧି ମୁହୁର୍ତ୍ତରେ ମୋର ଅବା ମୋ ପରିବାର ଭୋକ ନିଆଁକୁ ଲିଭାଇବା ବଦଳରେ ଉତାରି ଦେଲ ମୋ ଚମଡା ପରସ୍ତ ପରସ୍ତ ଖାକିର ଲାଠି ପ୍ରହାରରେ
Loading comments…
Loading comments…