by pranati Mahapatra ✓ · 24 Sept 2020
ଯେଉଁ ଗୃହେ ଥାଏ ସେ ଗୃହରେ ସଦା ସୁଖ ଶାନ୍ତି ଆସେ ଧାଇଁ, ତା ପ୍ରବେଶ ହେଲେ ସର୍ବଗ୍ରହରିଷ୍ଟ ଖଣ୍ଡନ ହୋଇଥାଇ, ଅନୁଭବି ନିଜେ ମୁହିଁ, ସେବା ପୂଜାର୍ଚ୍ଚନା ଆଦର କରିଲେ ଦୁଃଖ କଷ୍ଟ ଦୂରୀଭୂତ ହୁଏ ଭଲେ।
Loading comments…
Comments
Loading comments…