by Satyabati Swain ✓ · 12 Oct 2021
ବରଷାର ରିମଝିମ ସୁର ଶ୍ରାବଣର ଟପଟାପ ଧାର ଫଗୁଣର ଅବିର ହାଟ ବସନ୍ତର ମଳୟ ସମୀର ଯେବେ ଛୁଇଁଛି ଧରାକୁ ସେବେ ବିଦୀର୍ଣ୍ଣ ହୋଇଛି ଏ ମଲାଶରୀର ପ୍ରତି ମୁହୂର୍ତ୍ତେ ଆର୍ତ୍ତନାଦ କରୁଛି ଭାଙ୍ଗିବା ପୀଡ଼ାରେ।
Loading comments…
Loading comments…