by Parshuram Biswal ✓ · 25 Jul 2017
କେତେ ରଙ୍ଗଢଙ୍ଗେ କରୁଚି ତୋ ପୁଅ ଠାକରପୂଜାଟି ଏଠି ଅଛି ସବୁ ଚିଜ, ଭକତିଟି ନାହିଁ, ଦୁଃଖଟି ସିନା ସେଇଠି ଦେଏ ତାକୁ ବୁଦ୍ଧି, କରିବ ସେ ପୂଜା ଛାଡ଼ି ତା’ର ଆଡ଼ମ୍ବର ।
Loading comments…
Loading comments…