by Biswanath Nayak ✓ · 28 Jul 2019
ଚିହ୍ନା ମୋର ପାଣି ପବନକୁ, ଯେଉଁଠି ରାତି ପାହିଲେ ଡାକଇ କୁକ୍କୁଟ ଆଉ ଶୁଭେ ମୋ ବୋଉର ଦାଣ୍ଡ ଖରକିବା ଶବ୍ଦ।
Loading comments…
Loading comments…