by Debadatta Jena ✓ · 1 Oct 2020
ଏଇ ଶ୍ରାବଣେ ବରଷି ଗଲି.. ଏବେ ବରଷି ପାରୁନି ତ ଖାଲି..! ତୁମକୁ ପାରୁନିତ ଭୂଲି... !! ରୂପରେ ରଂଗରେ ଆକାଶ ଆଖିରେ ସପ୍ତରଙ୍ଗୀ ସାଜି ଥିଲି, ଛଅ ଋତୁ ସଂଗେ ସାତ ରଂଗ ଆଣି ମୁଁ ଇନ୍ଦ୍ରଧନୁ ବନିଥିଲି..
Loading comments…
Loading comments…