by Ashutosh Swain ✓ · 11 Jun 2020
ସାଧାରଣ ବୃକ୍ଷେ ଡାଳେ ସୁମନ ସେ ଅଦ୍ଭୁତ ବୃକ୍ଷ ମୂଳେ ସୁମନ ନାନା ରଙ୍ଗ ପୁଷ୍ପ ଦେଶୀବିଦେଶୀ ମଣ୍ଡିତ କରେ ସେ ବୃକ୍ଷକୁ ଆସି ମୂଳ ନାହିଁ ତାର ଅଗ୍ର ବି ନାହିଁ ଦେଖିକରି ମୁହିଁ ତାଟକା ହୋଇ
Loading comments…
Loading comments…