by Kalandi pal ✓ · 29 Jul 2021
ଚାହିଁଛି ତୁଳସୀ ତୋତେରେ ହୋଇ ବାରମାସୀ ନିତି ତୋ ଗଳାରେ ହୁଅଇ ଖୁସି. ବୃନ୍ଦା ଅଭିଶାପେ ପାଷାଣ ହୋଇ ଶିରରେ ତୁମେ ପିନ୍ଧିଲ ପ୍ରଭୁ ହସି ହସି.
Loading comments…
Loading comments…