by Manjubala Kabi ✓ · 30 Aug 2017
ଖସିଲା ଆକାଶ ଫାଟିଲା ପୃଥିବୀ ହଜିଗଲା କାୟା ମୋର | ଚତୁର୍ଦିଗ ଶୂନ୍ୟ, ନିଶ୍ଚଳ ମଉନ ରହି ଗଲା ଖାଲି ଧମନୀରେ ପାଣି, ହୃଦ-ଗ୍ରନ୍ଥି ହାହାକାର ||
Loading comments…
Loading comments…