by Jayashree Maharana ✓ · 13 Sept 2021
ଅବ୍ୟକ୍ତ ଭାବନା ମଧୁର ମୂର୍ଚ୍ଛନା ଗୁଞ୍ଜରିତ ଚଉପାଶେ ମୟୂରୀ ପରାଣ ହେଉଛି ଉନ୍ମନା ମୃଦୁ ସମୀରଣ ସ୍ପର୍ଶେ । ଏ କି ଶିହରଣ ତନୁରେ ବୋଳିଛି ଆଙ୍କିଛି ଗୁପତେ ଆଶା ମିଠା ମାଦକତା ବୁକୁ ଭେଦି ଝରେ କୁହୁକ ପୀରତି ନିଶା ।। ଆଖି
Loading comments…
Loading comments…