by Chinmaya Kumar Nayak ✓ · 18 Oct 2021
ପୂର୍ଣ୍ଣଛେଦ ଓ ପରିଚ୍ଛେଦର ଭିଡ଼ ଭିତରେ ମୁଁ ଲମ୍ବି ଯାଇଛି ପୃଷ୍ଠା ପରେ ପୃଷ୍ଠା ହୋଇ କ୍ରମଶଃର ହିଡ ଡେଇଁ ଡେଇଁ ଖୁସିରେ କୁରୁଳି ଉଠିଛି ପୁଣି ଦୁଃଖରେ ଝାଉଁଳି ପଡ଼ିଛି କିନ୍ତୁ ମୁଁ ବହିଚାଲିଛି ଏକ ଅଦେଖା ତ୍ରିକୋଣ ଭୂମିକୁ
Loading comments…
Loading comments…