by subrat kumar jena ✓ · 1 Feb 2020
ଏ ପଂକ୍ତିର ଇଛା ନାହିଁ ଆଉ ଆଗଭଳି ଦେଖାଇବାକୁ, ଗୋଲାପୀ ଗୋଲାପୀ ସ୍ୟାହିର କଳା କୃତିରେ. ଦେଖିସାରିଛି ଏ ଢେର ସାରା କଳା ଧଳା ନାଟକ, ପ୍ରିୟାର ବିଶ୍ୱାସ ଅବିଶ୍ୱାସ ଭରା ଜୀବନ ରଙ୍ଗ ମଞ୍ଚରେ.
Loading comments…
Comments
Loading comments…