by Aniruddha Samantara ✓ · 11 Jul 2018
ଆଜି ତୁମେ ଅଛ ଆଉ ମୁଁ , କିନ୍ତୁ ବର୍ଷା ନାହିଁ। ହେଲେ ବର୍ଷିବ... ବର୍ଷିବ ନିଶ୍ଚୟ ସେ ଅଦିନିଆ ବର୍ଷାର ଅନୁଭୂତି ଅମଳିନ ସ୍ମୃତି ହୋଇ ରହିବ।
Loading comments…
Comments
Loading comments…