by GAGAN KUMAR DASH ✓ · 18 Mar 2021
ହେ ବିରହୀ ଶୀତ ଖୋଲାଅଛି ମୋ ନିଭୃତ କକ୍ଷ ମୋ ପ୍ରତିଟି ସ୍ନାୟୁରେ ତୁମ ଶୀତଳତାର ଅନୁଭବ ମୋ ରେଜେଇ ଓ କମ୍ବଳରେ ତୁମେ ବୋଝେଇ ହୋଇଯାଅ ଅମାନିଆ ଝଡଟିଏ ପରି
Loading comments…
Loading comments…