by Sagarika Mohanty ✓ · 11 Jul 2018
ପୋଡି ଯାଉଥିଲା ମୋ ହୃଦୟ । ନିଆଁ ଲାଗୁଥିଲା ମୋ ରକ୍ତରେ । କୁହୁଳି ଉଠିଥିଲା ଜୁଈର ନିଆଁ । ଅଙ୍ଗାର ପାଲଟିଗଲା ମୋ ପ୍ରେମର ପରିଭାଷା ।
Loading comments…
Loading comments…