by Madhabi Patel ✓ · 22 Aug 2018
ତାଳ ତମାଳର କିରୀଟ ଧାରିଣୀ ସବୁଜିମା ଟାଣି ପଣତ। କାନନ କେଦାର ପର୍ବତର ମାଳ ପରିପୂର୍ଣା ଧିରା ଗମ୍ଭୀରା। ପାଳଇ ଅତିଥୀ ଦେଇଣ ସମ୍ମତି ଆତିଥେୟତାର ଆସରା।
Loading comments…
Comments
Loading comments…