by Sambit Srikumar ✓ · 9 Aug 2021
ପୁରୁବ ଆକାଶରେ ସିନ୍ଦୁରା ଫାଟିବା ଆଗରୁ ସଭିଏଁ ଉଠି ଫୁଲ ତୋଳି ମାଳା ଗୁନ୍ଥୁଥିଲେ ଧଡପଡରେ ସଜବାଜ ହୋଇ ହାତରେ ସ୍ବ ଅଙ୍କିତ ତ୍ରିରଙ୍ଗାଟି ଧରି ବୀରଦର୍ପରେ ହେଉଥିଲେ ଅଗ୍ରସର ବିଦ୍ୟାଳୟ ଅଭିମୁଖେ ପାଳନ କରିବାକୁ ସ୍ବାଧୀନତା ଦିବସ।
Loading comments…
Comments
Loading comments…