by susmita mohapatra ✓ · 22 May 2020
ପାଣି ପାଇଁ ଏଠି ମିଛଟାରେ କଳି, ମେଜ ତଳେ ପୁଣି ହାତ ମିଳାମିଳି l ଅଜାଗାରେ ଘା' ଦିଶଇ କାହାକୁ, ଆହାଃ ବୋଲି ଯାହା ଶୁଭଇ ବାଆକୁ l
Loading comments…
Loading comments…