120Log inSign up
Poem · Others

ଅଜବ ଭୋକ

by Ranjan Kumar Brahma ✓ · 11 Nov 2019

479Reads
42Likes
1Min read

ସେବା ନା ରେ ଶୋଷଣ ଧର୍ମ ନା ରେ ଅଧର୍ମ ଦୟା ନା ରେ ଅକଥନୀୟ ଦୁଃଖ ଜୟ ନା ରେ ପରାଜୟ ଭୋଗୁଥିବା ବ୍ୟକ୍ତିଟିକୁ ଏହି ଅଜବ ଭୋକର ରହସ୍ୟ

Loading comments…

ଅଜବ ଭୋକ · StoryMirror