by Parameswar Ojha ✓ · 8 Jul 2019
ଟିକି ଟିକି କଥା ପଚାରି ବୁଝେ ଖାଇଲୁଣି ନା ନାହିଁ ଏତେବେଳ ଯାଏଁ କାଇଁ ଚେଇଁଛୁ ମୋବାଇଲ୍ ରେ ଭଲ ଭଲ କଥା ଶିଖୁଛୁ ନା ଛତରା ବଜାରି ଙ୍କ ପରି ସେ ସବୁ ଦେଖୁଛୁ ମାଡ଼ ଖାଇବୁ ଅଧିକ ଦୁଷ୍ଟ ହେଲେ
Loading comments…
Loading comments…