by A P Subhakanta Samal ✓ · 4 Jan 2021
କୈଶୋର ଅବସ୍ଥାରେ ଅନ୍ୟ ଭ୍ରମର ପୂର୍ବରୁ ସେଇ ଫୁଲକୁ ତୋଳିନେବା ପାଇଁ ଏଇ ମାଳୀ ର ମନ ଅଝଟ ହୋଇଉଠିଥିଲା। ଆଜି ତାରୁଣ୍ୟରେ ଦେଖୁ ଦେଖୁ କଅଁଳ ବୟସର ଅଝଟ ସମାଜ ପରିସ୍ଥିତି ଆଉ ସ୍ୱାଭିମାନ ଆଗରେ ଏକ ବୁଝାମଣାରେ ବଦଳିଗଲା
Loading comments…
Loading comments…