by Ramesh Chandra Pasaet ✓ · 21 Sept 2020
ଶବ୍ଦଶୂନ୍ୟ ମୁଁ ତୁମକୁ ଦେବାକୁ ଧନ୍ୟବାଦ ମୋ ପାଇଁ ସହିଛ ନିଶ୍ଚେ ଅସଂଖ୍ୟ ଅପବାଦ। ବାମା ଭାଷେ ଆଜି ତୁମ ସ୍ମୃତି ଫେରିଲା ଜାଣି ଅପବାଦ ପାଲଟିଲେ ପରମାନନ୍ଦ ଖଣି
Loading comments…
Loading comments…